Posts

Microplastics - How Much Dangerous to our Environment

Image
Microplastics are small plastic particles in the environment. They can come from a variety of sources, including cosmetics, clothing, and industrial processes. Plastics do not break down for many years, they can be ingested and incorporated into and accumulated in the bodies and tissues of many organisms.

Jaya Jagabandhu - Dinabandhu Dash - Vajan Sangraha

Image

କ୍ଷର ଏବଂ ଅକ୍ଷର ସର୍ବୋପରି ଶ୍ରୀ ଜଗନ୍ନାଥ

Image
ଦ୍ୱାବିମୌ ପୁରୁଷୌ ଲୋକେ କ୍ଷରଶ୍ଚାକ୍ଷର ଏବ ଚ । କ୍ଷରଃ ସର୍ବାଣି ଭୂତାନି କୂତସ୍ଥୋଽକ୍ଷର ଉଚ୍ୟତେ ।। ଦୁଇଟି ତତ୍ତ୍ୱ, ଗୋଟିଏ କ୍ଷର ଅନ୍ୟଟି ଅକ୍ଷର । ସମଗ୍ର ଜିବଜଗତ ହେଉଛି କ୍ଷର ଏବଂ କୂଟସ୍ଥ ପରଂବ୍ରହ୍ମ ହେଉଛି ଅକ୍ଷର । କିନ୍ତୁ ଭଗବାନ ଜଗନ୍ନାଥ ଏହି ଦୁଇଟି ତତ୍ତ୍ୱରୁ ମଧ୍ୟ ଉର୍ଦ୍ଧରେ ତେଣୁ ସେ ପୂରୁଷୋତ୍ତମ ( ଉତ୍ତମ ପୁରୁଷ ) କୁହାଯାଏ http://bit.ly/rathajatra

ତ୍ରିବିକ୍ରମ ବାମନ - ଶ୍ରୀହରିଙ୍କ ପଞ୍ଚମ ଅବତାର

Image
Trivikram image as northern Parsvadevata of Vimana-Alarnatha Vishnu Temple, Brahmagiri, Puri ତ୍ରିଲୋକ ବିଜୟ ଲକ୍ଷ୍ୟ ନେଇ ମହାଯଜ୍ଞର ଆୟୋଜନ କରିଛନ୍ତି ଦାନବ ରାଜ ବଳି.  ଅନେକ ଅତିଥି ଓ ଅଭ୍ୟାଗତଙ୍କ ସମାଗମ. ବ୍ରାହ୍ମଣ, ବୈଷ୍ଣବ, ଅର୍ଥୀ ସମସ୍ତଙ୍କୁ ଦିଆଯାଉଛି ଯଥେଛା ଦାନ,ଦକ୍ଷିଣା. ରାଜପ୍ରାସାଦର ଦ୍ଵାର ଦେଶରେ ଶୁଭିଲା ଜଣେ ଖର୍ବକାୟ ବ୍ରାହ୍ମଣଙ୍କ ସ୍ଵସ୍ତିବାଚନ. ବ୍ରାହ୍ମଣଙ୍କୁ ସ୍ଵାଗତ କରାଗଲା ଯଜ୍ଞମଣ୍ଡପକୁ. ବୈଲୋଚନ ପୁତ୍ର ବଳି ଆଦେଶ କଲେ 'ହେ ବ୍ରାହ୍ମଣ କିନିମନ୍ତେ ଏଠାକୁ ଆଗମନ. ଯଦି ଆପଣ ଅର୍ଥୀ ତେବେ କହିବା ହୁଅନ୍ତୁ କ'ଣ ଆପଣଙ୍କର କାମନା. ସଂକଳ୍ପରେ ସତ୍ୟବଦ୍ଧ କରାଇ ବଳୀଙ୍କୁ ବ୍ରାହ୍ମଣ ମାଗିଲେ ତିନିପାଦ ଭୂମି ମାତ୍ର. ହେ ବିପ୍ର: ଅସରନ୍ତି ସମ୍ପଦର ଅଧିକାରୀ ଏ ବଳିରାଜା. ଆପଣଙ୍କ ପରି ସୌମ୍ୟ ଦର୍ଶନ ବ୍ରାହ୍ମଣଙ୍କୁ ମୋର କିଛି ବି ଆଦେୟ ନାହିଁ. ଚାହିଁଥିଲେ ଏ ସକଳ ରାଜ୍ୟ ସମ୍ପଦ ଆପଣ ମାଗି ପାରିଥାନ୍ତେ ମାତ୍ର ଏ ଟିକି ଟିକି ପାଦରେ ତିନିପାଦ ଭୂମି କ'ଣ କରିବେ? ମଦୁ ମୃଦୁ ହସିଲେ ବାମନରୂପୀ ବ୍ରା‍ହ୍ମଣ. ତାଙ୍କର କେବଳ ତିନିପାଦ ଭୂମି ହିଁ ଦରକାର. ଦୈତ୍ୟଗୁରୁ ଶୁକ୍ରାଚାର୍ଯ୍ୟ କିନ୍ତୁ ଭେଦ କରିପାରିଲେ ତିନିପାଦ ଭୂମି ଯାଚନାର ରହସ୍ୟ. ସତର୍କ କରିଦେଲେ ବଳିଙ୍କୁ'  ରାଜନ୍: ଏ ସାଧାରଣ ବ୍ରାହ୍ମଣ ନୁହନ୍ତି. ବ୍ରାହ୍ମଣ ବେଶରେ ସ୍ଵୟଂ ଶ୍ରୀହରି...

Temple Bhabakundalesvara - One Ancient Shiva Temple Manikapatna, Brahmagiri, Puri

Image
The Temple Bhabakundalesvara , is about 43.7 kms from Puri township. Protected monument of Odisha State Archaeology and under Endowment Department, Government of Odisha. On architectural ground and sculptural embellishments the temple can be assigned to the 13th century AD i.e. the Ganga rule in Orissa. Devotee throng here to celebrate Sivaratri, Kartika Purnima , Ekadasi.

ଯର୍ଜୁବେଦର ଏକ ସୃତିମଧୁର ଶ୍ଳୋକ "କର୍ପୁରଗୌରଂ କରୁଣାବତାରମ .."

Image
ଯର୍ଜୁବେଦର ଏକ ସୃତିମଧୁର ଶ୍ଳୋକ "କର୍ପୁରଗୌରଂ କରୁଣାବତାରମ .." ଶିବଙ୍କୁ ସମର୍ପିତ, ପ୍ରତ୍ୟକ ଶିବଭକ୍ତଙ୍କ ପ୍ରାତସ୍ମରଣ ମନ୍ତ୍ର । || କର୍ପୂରଗୌରଂ କରୁଣାବତାରଂ ସଂସାରସାରଂ ଭୁଜଗେନ୍ଦ୍ରହାରଂ ସଦାବସନ୍ତଂ ହୃଦୟାରବିନ୍ଦେ ଭବଂ ଭବାନୀସହିତଂ ନମାମି ||  କର୍ପୂରଗୌରଂ - ଯେ କର୍ପୁର ପରି ସ୍ୱଛ ଓ ଶୁଭ୍ର କରୁଣାବତାରଂ - ଯେ କରୁଣାର ସ୍ୱରୁପ ଭୁଜଗେନ୍ଦ୍ରହାରଂ - ଯେ ସର୍ପକୁ ଗହଣା ରୁପେ ଗଳାରେ ଧାରଣ କରନ୍ତି ସଦାବସନ୍ତଂ - ଯେ ସଦା ନିବାସ କରନ୍ତି ହୃଦୟାରବିନ୍ଦେ - ପଦ୍ମ ପରି ହୃଦୟରେ ଭବଂ - ହେ ପ୍ରଭୁ ଭବାନୀସହିତଂ ନମାମି - ମା ଭବାନୀଙ୍କ ସହିତ ଶିବଙ୍କୁ ପ୍ରଣାମ କରୁଛି ।।

#RoadSafetyWeek Sand Art By Sudarshan Pattnaik

Image
Celebrating the road safety campaign was initiated by the ISS India HSE (Health Safety and Environment) in order to make people aware about the national road safety in the Indian subcontinent. ISS India had declared to celebrate the Road Safety Week all through the country in the first week of the month of January. The aim of this campaign was to emphasize and accentuate people about the need of safe roads travel by applying just simple rules. On Road safety awareness week, Sudarshan Pattnaik sharing his SandArt with message Save drive Save live on #RoadSafetyWeek According to the information, it has been noted that approximately one lakh people are getting killed per year in the road accidents. Or some of them become sufferer of the life threatening problems such as mental trauma, loss of memory, loss of hand or legs and so many for the whole life. Such situations specially in India increases the importance and necessity of the road safety measures. India has a very huge popu...