Merry Christmas - Sand Art by Manas Kumar Sahoo - Revolution of Society. Get link Facebook X Pinterest Email Other Apps December 25, 2016 On the eve of Christmas, Sand artist Mr. Manas Kumar Sahoo creates a sand art & animation festival on the golden sea beach at Puri in Odisha. Get link Facebook X Pinterest Email Other Apps
ମୁରଗା ମହାଦେବ ମନ୍ଦିର December 15, 2018 ମୁରଗା ମହାଦେବ ମନ୍ଦିର କେନ୍ଦୁଝରର ଏକ ବିଶିଷ୍ଟ ପର୍ଯ୍ୟଟନ ସ୍ଥଳୀ, ମନ୍ଦିରଟି ଠାକୁରାଣୀ ପାହଡ ତଳେ ଅବସ୍ଥିତ । ଏହି ପ୍ରାଚିନ ମନ୍ଦିରଟି ନୁଆମୁଣ୍ଡି ଖଣି, କେନ୍ଦୁଝରର ଚମ୍ପୁଆ ସବଡିଭିଝନ ଅନ୍ତର୍ଗତ । ଶ୍ରାବଣ, କାର୍ତ୍ତିକ, ମକର ସଂକ୍ରାନ୍ତି, ଶିଵ ରାତ୍ରି ସମୟେ ହଜାର ହଜାର ଭକ୍ତ ଛୁଟି ଆସନ୍ତି । ପ୍ରାଚୀନ ମନ୍ଦିରଟିର ପୂଜାବିଧି ବ୍ରାହ୍ମଣମାନେ ଓ ଆଦିବାସୀ ଉଭୟ ସମ୍ପାଦନା କରନ୍ତି । ପାଖରେ ଥିବା ଝରଣାଟି ସ୍ଥାନକୁ ସ୍ଵର୍ଗିୟ କରିତୋଳିଥାଏ । ଥଣ୍ଡା ଋତୁରେ ସ୍ଥାନଟି ବଣଭୋଜି ରୁପେ ଖ୍ୟାତି ଲାଭ କରିଛି । ମୁରଗା ମହାଦେବ ଶବ୍ଦ ଟି ମୁରଗାନ(ଦ୍ରାବିଡ଼ ସଂସ୍କୃତିରେ କାର୍ତ୍ତିକଙ୍କୁ) ଓ ମହାଦେବଙ୍କୁ ନେଇ ଆସିଛି । ଐତିହାସିକ କାର ମତ ଅନୁଯାୟୀ ଏହି ସ୍ଥାନ ରେ ଏକ ଆଦିବାସୀ ଈଶ୍ୱର ପୁଜିତ ହେଉଥିଲେ,ପରେ ଏଇଟି ହିନ୍ଦୁ ଧର୍ମ ପିଠ ରୂପେ ମାନ୍ୟତା ମିଳିଥିଲା । ଝାରଖଣ୍ଡ ଏବଂ ଓଡ଼ିଶା ଭକ୍ତ ଏହି ସ୍ଥାନ କୁ ଶୈଵ କ୍ଷେତ୍ର ରୂପେ ସମ୍ମାନ ପ୍ରଦାନ କରିଛନ୍ତି । Read more
ଯର୍ଜୁବେଦର ଏକ ସୃତିମଧୁର ଶ୍ଳୋକ "କର୍ପୁରଗୌରଂ କରୁଣାବତାରମ .." February 23, 2017 ଯର୍ଜୁବେଦର ଏକ ସୃତିମଧୁର ଶ୍ଳୋକ "କର୍ପୁରଗୌରଂ କରୁଣାବତାରମ .." ଶିବଙ୍କୁ ସମର୍ପିତ, ପ୍ରତ୍ୟକ ଶିବଭକ୍ତଙ୍କ ପ୍ରାତସ୍ମରଣ ମନ୍ତ୍ର । || କର୍ପୂରଗୌରଂ କରୁଣାବତାରଂ ସଂସାରସାରଂ ଭୁଜଗେନ୍ଦ୍ରହାରଂ ସଦାବସନ୍ତଂ ହୃଦୟାରବିନ୍ଦେ ଭବଂ ଭବାନୀସହିତଂ ନମାମି || କର୍ପୂରଗୌରଂ - ଯେ କର୍ପୁର ପରି ସ୍ୱଛ ଓ ଶୁଭ୍ର କରୁଣାବତାରଂ - ଯେ କରୁଣାର ସ୍ୱରୁପ ଭୁଜଗେନ୍ଦ୍ରହାରଂ - ଯେ ସର୍ପକୁ ଗହଣା ରୁପେ ଗଳାରେ ଧାରଣ କରନ୍ତି ସଦାବସନ୍ତଂ - ଯେ ସଦା ନିବାସ କରନ୍ତି ହୃଦୟାରବିନ୍ଦେ - ପଦ୍ମ ପରି ହୃଦୟରେ ଭବଂ - ହେ ପ୍ରଭୁ ଭବାନୀସହିତଂ ନମାମି - ମା ଭବାନୀଙ୍କ ସହିତ ଶିବଙ୍କୁ ପ୍ରଣାମ କରୁଛି ।। Read more
କ୍ଷର ଏବଂ ଅକ୍ଷର ସର୍ବୋପରି ଶ୍ରୀ ଜଗନ୍ନାଥ May 20, 2017 ଦ୍ୱାବିମୌ ପୁରୁଷୌ ଲୋକେ କ୍ଷରଶ୍ଚାକ୍ଷର ଏବ ଚ । କ୍ଷରଃ ସର୍ବାଣି ଭୂତାନି କୂତସ୍ଥୋଽକ୍ଷର ଉଚ୍ୟତେ ।। ଦୁଇଟି ତତ୍ତ୍ୱ, ଗୋଟିଏ କ୍ଷର ଅନ୍ୟଟି ଅକ୍ଷର । ସମଗ୍ର ଜିବଜଗତ ହେଉଛି କ୍ଷର ଏବଂ କୂଟସ୍ଥ ପରଂବ୍ରହ୍ମ ହେଉଛି ଅକ୍ଷର । କିନ୍ତୁ ଭଗବାନ ଜଗନ୍ନାଥ ଏହି ଦୁଇଟି ତତ୍ତ୍ୱରୁ ମଧ୍ୟ ଉର୍ଦ୍ଧରେ ତେଣୁ ସେ ପୂରୁଷୋତ୍ତମ ( ଉତ୍ତମ ପୁରୁଷ ) କୁହାଯାଏ http://bit.ly/rathajatra Read more