କ୍ଷର ଏବଂ ଅକ୍ଷର ସର୍ବୋପରି ଶ୍ରୀ ଜଗନ୍ନାଥ


ଦ୍ୱାବିମୌ ପୁରୁଷୌ ଲୋକେ କ୍ଷରଶ୍ଚାକ୍ଷର ଏବ ଚ । କ୍ଷରଃ ସର୍ବାଣି ଭୂତାନି କୂତସ୍ଥୋଽକ୍ଷର ଉଚ୍ୟତେ ।।
ଦୁଇଟି ତତ୍ତ୍ୱ, ଗୋଟିଏ କ୍ଷର ଅନ୍ୟଟି ଅକ୍ଷର । ସମଗ୍ର ଜିବଜଗତ ହେଉଛି କ୍ଷର ଏବଂ କୂଟସ୍ଥ ପରଂବ୍ରହ୍ମ ହେଉଛି ଅକ୍ଷର । କିନ୍ତୁ ଭଗବାନ ଜଗନ୍ନାଥ ଏହି ଦୁଇଟି ତତ୍ତ୍ୱରୁ ମଧ୍ୟ ଉର୍ଦ୍ଧରେ ତେଣୁ ସେ ପୂରୁଷୋତ୍ତମ ( ଉତ୍ତମ ପୁରୁଷ ) କୁହାଯାଏ

http://bit.ly/rathajatra

Popular posts from this blog

ତ୍ରିବିକ୍ରମ ବାମନ - ଶ୍ରୀହରିଙ୍କ ପଞ୍ଚମ ଅବତାର

ଯର୍ଜୁବେଦର ଏକ ସୃତିମଧୁର ଶ୍ଳୋକ "କର୍ପୁରଗୌରଂ କରୁଣାବତାରମ .."